ନନ୍ଦନକାନନ ସିକ୍ୟୁରୁଟି ଗାର୍ଡ ଘଟଣାକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ। ମାମଲା ବଡ ହେବାରୁ ସ୍ଥାନୀୟ ପୋଲିସଙ୍କୁ ଖବର ଦିଆ ଯାଇଥିଲା। ସମସ୍ତ ସିସିଟିଭି ଫୁଟେଜ ଦେଖି ରିପୋର୍ଟ ଦେବା ପାଇଁ ସିକ୍ୟୁରୁଟି ରେଞ୍ଜ ଅଫିସରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସିସିଟିଭି ଫୁଟେଜ ଯାଂଜ ସହ ସିକ୍ୟୁରୁଟି ଗାର୍ଡଙ୍କ ବୟାନ ରେକର୍ଡ କରାଯାଇଛି।
ନନ୍ଦନକାନନ ଥାନା ଅଧିକାରୀଙ୍କୁ ମଧ୍ୟ ଘଟଣା ସମ୍ପର୍କରେ ଏକ ରିପୋର୍ଟ ଦେବା ପାଇଁ ଅନୁରୋଧ କରାଯାଇଛି । କଣ୍ଟ୍ରାକ୍ଟ ଏଗ୍ରିମେଣ୍ଟ ଅନୁସାରେ ଘଟଣାରେ ସମ୍ପୃକ୍ତ ଥିବା କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ।
ଆହୁରି ଓଡ଼ିଶାରେ ଘଟୁଥିବା ବିଭିନ୍ନ ଅପରାଧ ସଂପର୍କିତ ଖବର ପଢ଼ନ୍ତୁ ।