ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଟାୱାର ଉପରେ ଯୁବକ

ଅର୍ଗସ ବ୍ୟୁରୋ : ଯୋଡ଼ାରେ ହନୁମାନ ହଟିଂ ମୋବାଇଲ ଟାୱାର ଉପରେ ଯୁବକ । ଗତ ରାତିରୁ ୧୦୦ ଫୁଟ ଉଚ୍ଚ ଟାୱାର ଉପରେ ଯୁବକ ଚଢ଼ିଥିବା ସୂଚନା । ତଳକୁ ଆଣିବା ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ ବିଫଳ । ଘଟଣା ସ୍ଥଳରେ ରହିଛନ୍ତି ଯୋଡ଼ା ପୋଲିସ । ଯୁବକଙ୍କୁ ତଳକୁ ଓହ୍ଲାଇବା ପାଇଁ ଚାଲିଛି ପ୍ରୟାସ । ଯୁବକର ପରିଚୟ ରାଜୁ ମୁଣ୍ଡା ବୋଲି କୁହାଯାଉଛି ।
Download Argus News App
