ମିନିଷ୍ଟିରୀ ଅଫ ରୋଡ଼ ଟ୍ରାନ୍ସପୋର୍ଟ ଓ ହାଇୱେର ରିପୋର୍ଟ ଅନୁସାରେ- ପ୍ରତି ଘଣ୍ଟାରେ ୧୬ ଜଣ ରାସ୍ତା ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି । ଯାହାକୁ ନେଇ ବିଶ୍ବସ୍ମୃତି ଦିବସ ପାଳିତ ହେଉଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଡିସିପି ଅନୀଲ କୁମାର ମିଶ୍ର, ସମ୍ମାନିତ ଅତିଥି ଭାବେ ଟ୍ରାଫିକ ଏସିପି ଆଶୁତୋଷ ମିଶ୍ର ଯୋଗ ଦେଇ ସଚେତନ କରିଥିଲେ ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।