ସଦର ଥାନା ପାଟରାଣୀ ନିକଟରେ ମିନିବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବସଟି ଅଧିକ ବେଗରେ ଥିବାରୁ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିବା ଜଣା ପଡିଛି ।
ମର୍ମନ୍ତୁଦ ବସ୍ ଦୁର୍ଘଟଣା; ୩୦ ଆହତ, ୩ ଗୁରୁତର
Download Argus News App
