ପଠା ଯାଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏନ୍ଟିପିସି କାର୍ଯ୍ୟନିର୍ବାହୀନିର୍ଦ୍ଦେଶକ (ଇଡି) କେ.ଏସ୍. ସୁନ୍ଦରମ ଓ ଅନ୍ୟ ଅଧିକାରୀମାନଙ୍କ ଉପସ୍ଥିତିରେ ଏହି ଡ୍ରାଏ ଆଶ୍ ବୋଝେଇ ଟ୍ରେନ୍କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିଲା। ମୋଟ୍ ୫୯ ୱାଗନରେ ବୋଝେଇ ହୋଇଥିବା ଏହି ଡ୍ରାଏ ଆଶ୍ କଟକସ୍ଥିତ ଡାଲମିଆ ସିମେଣ୍ଟ ପ୍ଲାଣ୍ଟକୁ ପଠାଯାଇଥିବା ଜଣାପଡ଼ିଛି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।