ଜଗନ୍ନାଥଙ୍କ ପାଇଁ ମୁସଲମାନ ଭକ୍ତଙ୍କ ଦାନ
ଛାତ୍ରଛାତ୍ରୀଙ୍କ ସ୍କୁଲ ଯାତାୟତ ଖର୍ଚ୍ଚ ଦେବେ ରାଜ୍ୟ ସରକାର
ଭୁବନେଶ୍ୱର: ଦଶ ଜଣରୁ କମ୍ ଛାତ୍ରଛାତ୍ରୀ ଥିବା ୯୬୬ଟି ସ୍କୁଲ ବନ୍ଦ ହେବ । ଏବଂ ସେହି ଛାତ୍ରଛାତ୍ରୀଙ୍କୁ ଏକ କିଲୋମିଟର ଭିତରେ ଥିବା ଅନ୍ୟ ସ୍କୁଲ ଗୁଡିକୁ ଛାତ୍ରଛାତ୍ରୀଙ୍କୁ ସ୍ଥାନାନ୍ତର କରାଯିବ । ତେବେ ସେମାନଙ୍କୁ ଯାତାୟତ ଖର୍ଚ୍ଚ ଦେବେ ରାଜ୍ୟ ସରକାର ।
୭୫% ପ୍ରତିଶତରୁ ଅଧିକ ଉପସ୍ଥାନ ରଖିଥିବା ଛାତ୍ରଛାତ୍ରୀଙ୍କୁ ମାସିକ ୬୦୦ ଏବଂ ୧୦ ମାସକୁ ୬୦୦୦ ଟଙ୍କା ଦିଆଯିବ । ୫୦ ରୁ ୭୪% ଉପସ୍ଥାନ ପାଇଁ ୪୦୦ ଓ ୧୦ ମାସକୁ ୪୦୦୦ ଟଙ୍କା ଦିଆଯିବ । ୩୦ ରୁ ୪୯ ପ୍ରତଶତ ଛାତ୍ରଛାତ୍ରୀଙ୍କୁ ୩୦୦ ଓ ୧୦ ମାସକୁ ୩୦୦୦ ଟଙ୍କା ଦିଆଯିବ ଏବଂ ୩୦% ରୁ କମ୍ ଉପସ୍ଥାନ ଥିବା ଛାତ୍ରଛାତ୍ରୀଙ୍କୁ କିଛି ଦିଆଯିବନାହିଁ । ଏନେଇ ସୂଚନା ଦେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।
ଜାଲ ସାର୍ଟିଫିକେଟ ଦେଇ ଚାକିରୀ କରିବା ଅଭିଯୋଗରେ ପ୍ରଧାନ ଶିକ୍ଷକ ନିଲମ୍ବିତ

କେନ୍ଦୁଝର: ଜାଲ ସାର୍ଟିଫିକେଟ ଦେଇ ଚାକିରୀ କରିବା ଅଭିଯୋଗରେ ପ୍ରଧାନ ଶିକ୍ଷକ ନିଲମ୍ବିତ । କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଅନ୍ତର୍ଗତ ବିଲା ରାମଚନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶୀଲ କୁମାର ବେହେରା ନିଲମ୍ଵିତ ହୋଇଛନ୍ତି । ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ନିଲମ୍ବିତ କରାଯିବା ସହ ନିଲମ୍ବନ ଅବଧିରେ ସେ ଜିଲ୍ଲା ଶିକ୍ଷାଅଧିକାରୀଙ୍
Download Argus News App
