କଣ୍ଟାମାଲ ବ୍ଲକ ଅନ୍ତର୍ଗତ ଲମ୍ବେଶ୍ବରି ପଞ୍ଚାୟତର ଆରମୂଲ୍ ପ୍ରଗଣା ଅଧିବାସୀ ସମାଜ ପକ୍ଷରୁ ଖଲିଆ ପାଳି ଛକରୁ ରାଲି କରି ତହସିଲଦାରଙ୍କୁ ଜିଲ୍ଲପାଳଙ୍କ ଉଦ୍ଦେଶ୍ୟରେ ଏହି ଦାବିପତ୍ର ପ୍ରଦାନ କରାଯାଇଛି I ଏହି ରାଲିରେ ବହୁ ଲୋକ ସାମିଲ ହୋଇଥିଲେ I
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ: ଆମକୁ ଆମ ଜମି ଦିଅ। ଏହି ନାରା ଦେଇଥିଲେ ଆଦିବାସୀ ମାନେ। ଜଙ୍ଗଲ ଜମି ଅଧିକାର ପାଇଁ ତହସିଲଦାର ଙ୍କୁ ଦାବି କରିଛନ୍ତି।