ହେଲେ ପ୍ରଶାସନ ସାଜିଛନ୍ତି ନିଦାବିଷ୍ଣୁ। ଆଉ ଏବେ ବିରେଶ୍ବରପୁର ପଞ୍ଚାୟତର ଆମ୍ବଡାଳି ଠାରେ ପୂର୍ତ୍ତବିଭାଗ ରାସ୍ତା କାର୍ଯ୍ୟରେ ରାଜସ୍ବକୁ ଠକି ଠିକାଦାର ରାତିଅଧିଆ ମୋରମ୍ ଚୋରି କରୁଛି। ଆଉ ବଡସାହି ତହସିଲଦାର ଗଦାଧର ଧଳଙ୍କୁ କହିବା ପରେ ତହସିଲଦାର ବୁଝିବା କହି ଚୁପ୍। ତେବେ ଏଥିରୁ ଜଣାପଡୁଛି ମାଫିଆ ପ୍ରଶାସନର ମଧୁଚନ୍ଦ୍ରିକାରେ ହେଉଛି କୋଟି କୋଟି ଟଙ୍କାର ରାଜସ୍ବ ହାନୀ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।