ଘଟଣା ପରେ ଡ୍ରାଇଭର ଗାଡି ଛାଡି ଫେରାର ହୋଇଯାଇଥିବା କହିଛନ୍ତି ଅଗ୍ନିଶମ ଅଧିକାରୀ । ତେବେ ନିଆଁ ଲାଗିକାର ପ୍ରକୃତ କାରଣ ଜଣାପଡିନାହିଁ । ଟ୍ରକଟି ମହାରାଷ୍ଟ୍ରର ବୋଲି କୁହାଯାଉଛି ।
ରାସ୍ତା ମଝିରେ ହୁତୁ ହୁତୁ ହୋଇ ଜଳିଗଲା ଟ୍ରକ
Download Argus News App
