୧୦ ବର୍ଷ ଭିତରେ ରାଜ୍ୟରେ ୨୮ ହଜାର ୨୧ ଜଣ ଦୁଷ୍କର୍ମର ଶୀକାର ହୋଇଛନ୍ତି । ସେହିପରି ୧୪ ହଜାର ୨୯୧ ଜଣ ନାବାଳିକା ଦୁଷ୍କର୍ମର ଶୀକାର ହୋଇଛନ୍ତି । ୨୭ ହଜାର ୧୪୯ଟି ଯୌତୁକ ଜନିତ ନିର୍ଯ୍ୟାତନା ମାମଲା ସାମ୍ନାକୁ ଆସିଛି । ରାଜ୍ୟରେ ମହିଳା ଅପରାଧର ଉଦବେଗଜନକ ସ୍ଥିତି ଦେଖିବାକୁ ମିଳିଛି । ୨୦୧୦ ରୁ ୨୦୨୨ ମଧ୍ୟରେ ସଂଗଠିତ ଅପରାଧର ତଥ୍ୟ ରଖିଲେ ରାଜ୍ୟ ସରକାର । କଂଗ୍ରେସ ବିଧାୟକ ସଂନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ।
ସଂନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ତୁଷାରକାନ୍ତି ବେହେରା

ଭୁବନେଶ୍ୱର: ୨୦୨୧-୨୨ ସୁଦ୍ଧା ରାଜ୍ୟରେ ମୋଟ ଋଣଭାର ୯୭ ହଜାର ୨ ଶହ ୫ କୋଟି ୩ ଲକ୍ଷ । ୨୦୨୨-୨୩ ରେ ୨୫ ହଜାର ୫ଶହ ୮୯ କୋଟି ଆହରଣ କରିବା ସହ ୧୪ ହଜାର ୧ କୋଟି ୩୧ ଲକ୍ଷ ଋଣ ପରିଶୋଧ ପାଇ ବଜେଟରେ ବ୍ୟବସ୍ଥା କରିଛନ୍ତି ।
Download Argus News App
