ଅଧିକ ପଢନ୍ତୁ: ଧାନ କାଟୁଥିବା ବେଳେ ଦାଆ ରେ ମୁଣ୍ଡ କୁ ଆକ୍ରମଣ
ତେଣୁ ଗତ କାଲି ସନ୍ଧ୍ୟାରେ ଗ୍ରାମବାସୀ ମାନେ ବସି ଏହି ମାମଲାର ସମାଧାନ ପାଇଁ ଉଦ୍ୟମ କରୁଥିଲେ । ତେବେ ହଠାତ ସାନ ଭାଇ ଉତକ୍ଷିପ୍ତ ହୋଇ ବଡ଼ ଭାଇକୁ ବାଉଁଶରେ ଆକ୍ରମଣ କରିଥିଲେ । ତାଙ୍କ ମୁଣ୍ଡ ଓ ଛାତିରେ ଜୋରରେ ଆଘାତ ଲାଗିଥିବାରୁ ତାଙ୍କ ଅବସ୍ଥା ଗୁରୁତର ରହିଛି ।
ଓଡିଶା ନ୍ୟୁଜ ଆହୁରି ପଢନ୍ତୁ