ଗୋଟିଏ ଭାଇକୁ ଜଣେ ପୋଲିସ କର୍ମଚାରୀ ପାଇ ସୂଚନାକେନ୍ଦ୍ରରେ ଦେଇଥିଲେ । ଆଉଜଣଙ୍କୁ ଜଣେ ବୋଝବାହକ ଆଣି ପୋଲିସ ଟେଣ୍ଟରେ ଦେଇଥିଲେ । ଶ୍ରୀମନ୍ଦିର ସୁବେଦାର ଯୋଗେଶ ସ୍ବାଇଁ ଏକ ଟିମ୍ ନେଇ ଖୋଜିବା ସହ ମାଇକ୍ ଯୋଗେ ଦୁଇଭାଇଙ୍କ ବିଷୟରେ ଅବଗତ କରାଇଥିଲେ ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ : ଶ୍ରୀମନ୍ଦିରରେ ଭିତରେ କିଛି ସମୟ ପାଇଁ ହଜିଯାଇଥିଲେ ଦୁଇଭାଇ ଅବିନାଶ ପଲାଲ ଓ ଅଭିଜିତ ପଲାଲ୍ । କଟକ ନୂଆପାଟଣା ଅଞ୍ଚଳର ନନ୍ଦୀନୀ ପଲାଲ, ବାପା ନୃସିଂହ ପଲାଲଙ୍କ ଦୁଇପୁଅ ଉଭୟ ଶ୍ରୀମନ୍ଦିରର ମହାଲକ୍ଷ୍ମୀ ମନ୍ଦିର ନିକଟରେ ହଜିଯାଇଥିଲେ। ସେମାନେ ତାଙ୍କ ମା ଓ ଅପାଙ୍କ ସହଜଗା ଦର୍ଶନ ପାଇଁ ଆସିଥିଲେ ।