ସେମାନଙ୍କ ନିକଟରୁ ପ୍ରି ଆକ୍ଟିଭେଟେଡ ସିମ, ମୋବାଇଲ, ଟଙ୍କା ଓ କିଛି ଡକୁମେଣ୍ଟ ଜବତ କରିଛି ପୋଲିସ। ଦୁଇ ଅଭିଯୁକ୍ତ ଭୁବନେଶ୍ବରର ଜଣେ ମହିଳାଙ୍କଠାରୁ ପର୍ଯ୍ୟାୟ କ୍ରମେ ୨୫ଲକ୍ଷ ଟଙ୍କା ଠକି ନେଇ ଥିଲେ ।
ମହିଳାଙ୍କ ଠାରୁ ୨୫ଲକ୍ଷ ଠକି ନେଇଥିଲେ ଦୁଇ ସାଇବର ଠକ
Download Argus News App
