ଫୁଲ ଆକ୍ସନରେ ବାଲେଶ୍ବର ପ୍ରଶାସନ
ଗ୍ୟାସ ଟାଙ୍କି ଫାଟି ୨ ମୃତ, 2 ଗୁରୁତର
ବ୍ରହ୍ମପୁର: ଗ୍ୟାସ ଟାଙ୍କି ଫାଟି ଦୁଇ ମୃତ । ଗଞ୍ଜାମ ଜିଲ୍ଲା କୁକୁଡ଼ା ଖଣ୍ଡି ପଥର କ୍ରସର ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସେହିପରି ବିସ୍ଫୋରଣରେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି ।
Download Argus News App
