ନିଷେଧ ଆଇନକୁ ଓଡ଼ିଶାରେ ଠିକ ଭାବେ ଲାଗୁ କରାଯାଇନଥିବା ଅଭିଯୋଗରେ ଦର୍ଶାଯାଇଛି । ତେଣୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ମୃତକମାନଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସେ ଦାବି କରିଛନ୍ତି । ଏହାସହ ଦୋଷୀ ଅଫିସର ଓ ଠିକାଦାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି ।
ଟାଙ୍କି ସଫା କରୁଥିବା ବେଳେ ଦୁଇ କର୍ମଚାରୀଙ୍କ ମୃତ୍ୟୁ ଘଟଣା, ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଦାୟର ହେଲା ମାମଲ
କିଏ କଲା ହତ୍ୟା

ଅର୍ଗସ ବ୍ୟୁରୋ : କିଏ କଲା ହତ୍ୟା । କାହାର ଶିକାର ହେଲେ ଜେଇ । ହାତ ଗୋଡ଼ରେ ରସିର ଚିଂହଥିବା ବେଳେ ବାନ୍ଧିକି ମାଡ ମାରିବା ପରେ ହତ୍ୟା କରାଯାଇଛି କି ? ପୁର୍ବ ଶତୃତା ନା ଠିକା କାମକୁ ନେଇ କିଏ କରିଥିଲା ହତ୍ୟା । ପୋଲିସ ହତ୍ୟା କାରୀକୁ ଗିରଫ ନ କରିବାରୁ ଥାନା ସମ୍ମୁଖରେ ଧାରଣା କରିଥିବାର ଦେଖିବା କୁ ମିଳିଥିଲା।
ବଲାଙ୍ଗୀର ଜିଲ୍ଲାର ପାଟଣାଗଡ
Download Argus News App
