ଖୋର୍ଦ୍ଧା ରୋଡ ରେଳ ଷ୍ଟେସନ ନୂଆ ବିଲଡିଂର ଲୋକାର୍ପିତ
ଆମ୍ବୁଲାନ୍ସ ଧକ୍କାରେ ଦୁଇ ଗୁରୁତର
କୋରାପୁଟ: ଆମ୍ବୁଲାନ୍ସ ଧକ୍କାରେ ଦୁଇ ଗୁରୁତର । କୋରାପୁଟ ଜିଲ୍ଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ ମାଳିପୁଟ ଗ୍ରାମର ୨୬ ନମ୍ବର ଜାତୀୟରାଜପଥରେ ଏକ ଆମ୍ବୁଲେନ୍ସ ଧକ୍କା ଦେବା ଫଳରେ ଦୁଇଜଣ ଗୁରତର ହୋଇଛନ୍ତି ।ପଟାଙ୍ଗୀ ପୋଲିସଙ୍କ ସୂଚନା ଅନୁଯାୟୀ ପୁକାଲି ଗ୍ରାମରେ ଏକ ମୃତ୍ୟୁ ସ୍ଥାନକୁ ଯାଇ ସେମିଳିଗୁଡା ବ୍ଲକ ଅନ୍ତର୍ଗତ ପୁରିଆଖୁଡ଼ୀ ଗ୍ରାମର ପୁରିଆ ମଙ୍ଗୁଲୁ ଏବଂ ପୁରିଆ କୀର୍ସାନି ନିଜ ଗ୍ରାମକୁ ଏକ ବାଇକ ଯୋଗେ ଫେରୁଥିଲେ ।
ଏହି ସମୟରେ ମାଳିପୁଟ ଗ୍ରାମର ହନୁମାନ ମନ୍ଦିର ନିକଟରେ ପଛ ପାର୍ଶ୍ୱରୁ ଏକ ଆମ୍ବୁଲେନ୍ସ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ଦୁହିଁଙ୍କୁ ଉକ୍ତ ଆମ୍ବୁଲେନ୍ସ ଚାଳକ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର କୁନ୍ଦୁଲିରେ ପହଞ୍ଚାଇ ସେ ଫେରାର ହୋଇଥିବା ଜଣାପଡିଛି ।
ମୋଦି ସରକାର ଆସିବା ପରେ ରାଜ୍ୟରେ ଗୃହ କମିଟିକୁ ରେଳ ଅନୁଦାନ ଦାବୀ ପାଇଁ ଦିଲ୍ଲୀ ଯିବାକୁ ପଡ଼ୁନାହିଁ

ଅର୍ଗସ ବ୍ୟୁରୋ : ମୋଦି ସରକାର ଆସିବା ପରେ ଓଡ଼ିଶା ବିଧାନସଭାରୁ ଗୃହ କମିଟିକୁ ରେଳ ଅନୁଦାନ ବଢ଼ାଇବା ଦାବୀ ପାଇଁ ଆଉ ଦିଲ୍ଲୀ ଯିବାକୁ ପଡ଼ୁନାହିଁ ବୋଲି ଗୁରୁବାର ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନ ଠାରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ର
Download Argus News App
