ଅଧିକ ପଢ଼ନ୍ତୁ: ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ
ଏହି ଘଟଣାରେ ଏସଟିଏଫ ଦୁଇଜଣଙ୍କୁ ଗିରଫ କରିଛି। ଦୁଇଦିନ ପୂର୍ବରୁ ହରିଣ ଛାଲ, ବାଘଛାଲ ଡିଲ୍ ବେଳେ ମାଡିବସିଥିଲା ଏସଟିଏଫ। ଏସଟିଏଫକୁ ଏକ ବଡ ସଫଳତା ମିଳିଥିବାବେଳେ ଏଭଳି ଘଟଣା ବାରମ୍ୱାର ସାମ୍ନାକୁ ଆସୁଥିଲେ ବି ଏନେଇ କୌଣସି ପ୍ରକାରର ବଡ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଏଥିରେ ଆଉ କିଏ କିଏ ସାମିଲ ଅଛନ୍ତି ଏହାର ତଦନ୍ତ କରାଯାଉଛି।
ଆହୁରି ପଢ଼ନ୍ତୁ: ୪ଫୁଟ ଲମ୍ୱର ବଜ୍ରକାପ୍ତା ଉଦ୍ଧାର