ଗତକାଲି ନୂଆପଡାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଜି ପୁଣି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ।ସେପଟେ ରାଜ୍ୟରେ ଆଜକୁ ମିଶାଇ ମୋଟ 10 ହଜାର 503 ଆକ୍ଟିଭ ମାମଲା ରହିଛି ।
ଆଜି ପୁଣି 2 ମୁଣ୍ଡ ନେଲା କରୋନା, ମୋଟ ମୃତ୍ୟୁ ସଂଖ୍ୟା 1930କୁ ବୃଦ୍ଧି
ଭୁବନେଶ୍ୱର: ଦିନକୁ ଦିନ ବ୍ୟାପୁଛି ସଂକ୍ରମଣ । ପଜିଟିଭ ସଂଖ୍ୟା ବଢିବା ସହ ମୃତକଙ୍କ ସଂଖ୍ୟା ମଧ୍ୟ ବଢି ଚାଲିଛି । ଆଜି ପୁଣି 2 ମୁଣ୍ଡ ନେଇଛି କରୋନା । ଭଦ୍ରକ ଓ ବଲାଙ୍ଗୀରରେ ଜଣେ ଲେଖାଏଁ ମୃତ । ଆଜକୁ ମିଶାଇ ମୋଟ କରୋନା ମୃତକଙ୍କ ସଂଖ୍ୟା 1930କୁ ବୃଦ୍ଧି ପାଇଛି ।
Download Argus News App
