ଖୋର୍ଦ୍ଧା ରୋଡ ରେଳ ଷ୍ଟେସନ ନୂଆ ବିଲଡିଂର ଲୋକାର୍ପିତ
ସ୍କୁଲର ଲୁହା ଗେଟ୍ ପଡି 2 ସୁରକ୍ଷାକର୍ମୀ ମୃତ
ରାଉରକେଲା: ବାପାର ଡ୍ୟୁଟି କରୁଥିଲା ପୁଅ । ପୁଅକୁ ଜଗେଇ ବାପା ଯାଇଥିଲା ଘରକୁ । ଫେରିଲା ବେଳକୁ ଆଉ ଦୁନିଆରେ ନଥିଲା ଭେଣ୍ଡିଆ ପୁଅ । ସ୍କୁଲ ଗେଟ୍ ପଡ଼ି ୨ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ରାଉରକେଲା ସେକ୍ଟର-9ର ଏକ ଘରୋଇ ସ୍କୁଲରେ । ମୃତକ ଜଣକ ହେଲେ 34 ବର୍ଷୀୟ ସୁରଜ ଚୌଧୁରୀ ଏବଂ 18 ବର୍ଷୀୟ ଗୌତମ ଗାନ୍ଧୀ । ଗୁରୁବାର ରାତିରେ ଏହି ଘଟଣା ଘଟିଥିବାବେଳେ କେଉଁ ପରିସ୍ଥିତିରେ ଗେଟ୍ ପଡ଼ିଲା, କେମିତି ଉଭୟଙ୍କ ମୃତ୍ୟୁ ହେଲା ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ସୁରକ୍ଷାକର୍ମୀ ଗୌତମ ଗାନ୍ଧୀ, ତାଙ୍କ ବାପାଙ୍କ ସ୍ଥାନରେ ଡ୍ୟୁଟି କରୁଥିବାବେଳେ ଏ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସେକ୍ଟର 7 ପୋଲିସ ଘଟଣାର ତଦନ୍ତ କରୁଛି।
ମୋଦି ସରକାର ଆସିବା ପରେ ରାଜ୍ୟରେ ଗୃହ କମିଟିକୁ ରେଳ ଅନୁଦାନ ଦାବୀ ପାଇଁ ଦିଲ୍ଲୀ ଯିବାକୁ ପଡ଼ୁନାହିଁ

ଅର୍ଗସ ବ୍ୟୁରୋ : ମୋଦି ସରକାର ଆସିବା ପରେ ଓଡ଼ିଶା ବିଧାନସଭାରୁ ଗୃହ କମିଟିକୁ ରେଳ ଅନୁଦାନ ବଢ଼ାଇବା ଦାବୀ ପାଇଁ ଆଉ ଦିଲ୍ଲୀ ଯିବାକୁ ପଡ଼ୁନାହିଁ ବୋଲି ଗୁରୁବାର ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନ ଠାରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ର
Download Argus News App
