ଅଧିକ ପଢନ୍ତୁ : ଈଶ୍ବରଙ୍କ ଠାରୁ ବଡ଼ ବାପା ମା'ଙ୍କ ପାଇଁ ଲୋଡା ବୃଦ୍ଧାଶ୍ରାମ
ବାହାରେ ଥିବା ବେଳେ ସାନପୁଅ ବୋହୁଙ୍କ ପାଖରେ ରହୁଛନ୍ତି ଏହି ବୃଦ୍ଧା ବାପା ମା' . ହେଲେ ତାଙ୍କପ୍ରତି ନାନା ଅତ୍ୟାଚାର କରୁଛନ୍ତି.
ନାନା ପ୍ରକାରର ଅକଥନୀୟ ଅତ୍ୟାଚାର ଏପରି ସୀମା ଉଲଂଘନ କରିଗଲା ଯେ, ଶେଷରେ ରାଗ ଜର୍ଜରିତ ହୋଇ ଆଜି ନିଜ ବାପା ମାଙ୍କୁ ବାଡେଇ ରକ୍ତାକ୍ତ କରିବାକୁ ବି ପଛେଇଲେନି ସାନ ପୁଅ ବୋହୁ | ବର୍ତ୍ତମାନ ନିଜ ଜୀବନ ରକ୍ଷା କରିବା ସହ ନ୍ୟାୟ ପାଇବାକୁ ଅସହାୟ ବୃଦ୍ଧା ଏବେ ଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହୋଇଛନ୍ତି |