ଗତକାଲି ରାତି ପ୍ରାୟ ସାଢ଼େ 8 ବେଳେ ଏହି ଅଘଟଣ ହେଇଥିବା ଜଣାପଡିଛି । ତେବେ ସ୍ମାର୍ଟ ସିଟି ତରଫରୁ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଠିକା ଦିଆଯାଇଥିବା କମ୍ପାନୀର ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ । ଘଟଣା ଘଟିବା ପରଠୁ ନା ସ୍ମାର୍ଟ ସିଟି ଅଧିକାରୀଙ୍କ ଦେଖା ଅଛି ନା ଫୋନ ଉଠାଉଛନ୍ତି ସ୍ମାର୍ଟସିଟି ଅଧିକାରୀ । ସ୍ମାର୍ଟସିଟିର ଦାୟିତ୍ଵରେ ଥିବା ଅଧିକାରୀଙ୍କ କାର୍ଯ୍ୟକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ଭୁଶୁଡ଼ିଲା ନିର୍ମାଣଧୀନ କୋଠା

ରାଉରକେଲା: ଭୁଶୁଡ଼ିଲା ନିର୍ମାଣଧୀନ କୋଠା । ରାଉରକେଲା ପାନପୋଷ ଛକ ନିକଟରେ ସ୍ମାର୍ଟସିଟି ଦ୍ଵାରା ନିର୍ମାଣଧୀନ ମାର୍କେଟ କମ୍ପ୍ଲେକ୍ସ କୋଠା ଭୁଶୁଡିଛି । କିଛି ଶ୍ରମିକ ଆହତ ହୋଇଥିବା ନେଇ ସନ୍ଦେହ କରାଯାଉଛି । ଘଟଣାକୁ ଚାପିବାକୁ ଚେଷ୍ଟା କରୁଛନ୍ତି ସ୍ମାର୍ଟ ସିଟି ଅଧିକାରୀ।
ମା’ର ଶବକୁ ଘୋଷାଡି ଘୋଷାଡି ଶ୍ମଶାନ ନେଲା ପୁଅ

କୋରାପୁଟ : ହଜିଗଲା ମାନବିକତା। ଅନ୍ୟ ଜାତିର ଘରେ ଖାଇବାରୁ ଶବ ଛୁଇଁଲେ ନାହିଁ ଗ୍ରାମବାସୀ । ଏଭଳି ଅଭାବନିୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅନ୍ତର୍ଗତ ବୈରାଗିମଠ ଗ୍ରାମରେ । ଛୁଆଁ ଅଛୁଆଁ ଆଗରେ ମାନବିକତା ମଧ୍ୟ ହଜିଯାଇଛି । ଜୟପୁର ବ୍ଲକ ଅନ୍ତର୍ଗତ ବୈରାଗିମଠ ଗ୍ରାମରେ ଜଣେ ବୃଦ୍ଧା ମୁକ୍ତା ପରଜାଙ୍କ ମୃତ୍ୟୁ ହୋଇଥିଲା ।
ମୃତ୍ୟୁ ପରେ ବୃଦ୍ଧାଙ୍କୁ ମିଳିଲାନ
Download Argus News App
