ସମଗ୍ର ପୃଥିବୀରେ ଏହି ୪ ଟି ଜାତି ବିନା ସମାଜ ଶୃଙ୍ଖଳିତ ହୋଇପାରିବ ନାହିଁ
ଆସିକା ସବ୍ଜେଲରେ ବିଚାରଧୀନ କଏଦୀ ମୃତ
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଆସିକା ସବଜେଲରେ ଵିଚାରଧୀନ କଏଦୀ ଡାକ ସାହୁଙ୍କ ମୃତ୍ୟୁ ହୋଇଛି । ପାଖାପାଖି ଏକ ମାସ ପୂର୍ବରୁ ସେରଗଡ଼ ଥାନା ଅନ୍ତର୍ଗତ ବାଦଗଡ଼ ଗାଁରେ ବାବୁ ପ୍ରଧାନ ହତ୍ୟା ଘଟଣାରେ ସେହି ଗ୍ରାମର ହଜାରୀ ପ୍ରଧାନଙ୍କ ଚାରି ପୁଅ ସମ୍ପୃକ୍ତ ଥିଲେ ।
ସେମାନେ ହେଲେ କୁନା ସାହୁ, ଗଙ୍ଗା ସାହୁ,ରୋହିତା ସାହୁ ଏବଂ ଡାକ ସାହୁ । ସେଥିମଧ୍ୟରୁ ବିଚାରଧୀନ କଏଦୀ ଡାକ ସାହୁଙ୍କ ଆସିକା ସବ ଜେଲରେ ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି । ଡାକ ସାହୁଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଏ ନେଇ ପୋଲିସ ତଦନ୍ତ କରୁଛି।
Download Argus News App
