ସ୍ଥାନୀୟ ଲୋକ ଅଗ୍ନିଶମ ଟିମ ପହଞ୍ଚି ଉଦ୍ଧାର ଜାରି କରୁଛନ୍ତି । ଯୁଦ୍ଧକାଳୀନ ଭିତରେ ଚାଲିଛି ଉଦ୍ଧାର କାର୍ଯ୍ୟ । କେତେ ବ୍ୟବସାୟୀ ଫସି ରହିଛନ୍ତି ସୂଚନା ନାହିଁ । ଅନ୍ୟପଟେ ଘଟଣାକୁ ନେଇ ସମସ୍ତେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।
କଟକ ଛତ୍ରବଜାରରେ ଭୁଶୁଡିଲା ନିର୍ମାଣାଧିନ ପୋଲ
Download Argus News App
