ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ସାମ୍ବାଦିକ ସମ୍ମିଳନୀରେ ଯୋଗଦେବେ। ପରେ ଭୁବନେଶ୍ୱର ସ୍ଥିତ ହୋଟେଲ ନ୍ୟୁ ମାରିୟନଠାରେ ଆୟୋଜିତ ହେବାକୁ ଥିବା ‘ବଜେଟ ଆଲୋଚନା ଚକ୍ର’ କାର୍ଯ୍ୟକ୍ରମରେ ଯୋଗ ଦେବେ।
ରାଜନୀତି ଖବର ଆହୁରି ପଢନ୍ତୁ ।
ଭୁବନେଶ୍ୱର: ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା। କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ର ବଜେଟ୍ ସଂସଦରେ ଆଗତ କରିଛନ୍ତି। ମୋଦୀ ସରକାରଙ୍କ ଏହି ବଜେଟକୁ ଓଡ଼ିଶାର ପ୍ରତ୍ୟେକ ଲୋକଙ୍କ ପାଖକୁ ପହଞ୍ଚାଇବା ଉଦ୍ଦେଶ୍ୟରେ ମୁଣ୍ଡା ଓଡିଶା ଗସ୍ତରେ ଆସୁଛନ୍ତି।