ଅଧିକ ପଢନ୍ତୁ : ଦେବଗଡ଼ ପରେ ଆଜି ଅନୁଗୁଳ ଗସ୍ତରେ ଯିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଗାଁରେ ପହଞ୍ଚିବା ପରେ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ସଂକୀର୍ତ୍ତନ କରି ଗାଁ ଲୋକେ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ । ଏହା ପୂର୍ବରୁ ମାଆ ହିଙ୍ଗୁଳାଙ୍କ ଦର୍ଶନ ସହ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ କେନ୍ଦ୍ରମନ୍ତ୍ରୀ ।
ଅଧିକ ପଢନ୍ତୁ : ବିଜେପି ପକ୍ଷରୁ ଆୟୋଜିତ ମେଗା ରକ୍ତଦାନ ଶିବିରରେ ଯୋଗ ଦେଲେ ଧର୍ମେନ୍ଦ୍ର
ମାଆ ହିଙ୍ଗୁଳାଙ୍କ ଦର୍ଶନ ପରେ ମନ୍ଦିର ପରିସରରେ ସମବେତ ଜନତାଙ୍କୁ ସମ୍ବୋଧନ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମାଟିର ସ୍ବାଧୀନତା ସଂଗ୍ରୀମୀଙ୍କ ଅବଦାନକୁ ମନେ ପକାଇବା ସହ ଲୋକଙ୍କ ସମସ୍ୟା ପଚାରି ବୁଝିଥିଲେ । ଏହା ପୂର୍ବରୁ ଛେଣ୍ଡିପଦାର ପରଙ୍ଗ ପଞ୍ଚାୟତ ଅଫିସରେ ବିଜେପି ପକ୍ଷରୁ ଆୟୋଜିତ ମେଗା ରକ୍ତଦାନ ଶିବିରରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ।