ଏଠାରେ ଘିଅ ଦୀପ ଜାଳିବା ସହ ମହିମା ଧର୍ମାବଲମ୍ବୀଙ୍କ ସହ ଆଲୋଚନା କରିଛନ୍ତି। ଏହାପରେ ଦିନ 2ଟା 45ରେ ଢେଙ୍କାନାଳରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି । ଯୋରନ୍ଦା ମହିମା ଗାଦିରେ ଅନୁଷ୍ଠିତ ମାଘ ମେଳାରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ।
ରାଜନୀତି ଖବର ଆହୁରି ପଢନ୍ତୁ
ଅନୁଗୁଳ: ଅନୁଗୁଳ ଅଙ୍ଗାରବନ୍ଧ ମହିମା ଗାଦିରେ ପୂଜାର୍ଚ୍ଚନା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦିନିକିଆ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ସମୟରେ ପ୍ରଥମେ ଅନୁଗୁଳ ଅଙ୍ଗାରବନ୍ଧ ମହିମା ଗାଦିରେ ମାଘ ପୂର୍ଣିମା କାର୍ଯ୍ୟକ୍ରମରେ ଯୋଗଦେଲେ।