ବିଜେପି ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେମାନେ ଏହି ନିଷ୍ପତ୍ତି ନେଇଛନ୍ତି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାବେଳେ ଶହଶହ ଲୋକେ ବିଜେପିରେ ଯୋଗ ଦେଇଛନ୍ତି।
ଆବାସିକ ବିଦ୍ୟାଳୟର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ବିଶ୍ଵେଶର ଟୁଡୁ

ଅର୍ଗସ ବ୍ୟୁରୋ : କେନ୍ଦ୍ର ଆଦିବାସୀ କଲ୍ୟାଣ ଓ ଜଳ ସମ୍ପଦ ମନ୍ତ୍ରୀ ବିଶ୍ଵେଶର ଟୁଡୁ, ନବରଙ୍ଗପୁର ଗସ୍ତରେ ଯାଇ ଡାବୁଗାଁ ଠାରେ ଆବାସିକ ବିଦ୍ୟାଳୟର ଶିଳାନ୍ୟାସ କରିଛନ୍ତି। ଏହା ସହ ମନ୍ତ୍ରୀଙ୍କ ଉପସ୍ଥିତିରେ ବହୁ ସଂଖ୍ୟାରେ କର୍ମୀ ଅନ୍ୟ ଦଳ ଛାଡି ବିଜେପିରେ ଯୋଗ ଦେଇଛନ୍ତି।
Download Argus News App
