ତେବେ ପୋକ ଗୁଡ଼ିକ ଘର ଭିତରକୁ ପସିଯିବା, କାନ୍ଥରେ ଚଢିଯିବା, ଗଛ ଉପରେ ଚଢି ଯାଉଥିବାରୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ଏପରିକି ଗାଁ ଲୋକଙ୍କ ପାଇଁ ଘରୁ ପାଦ କାଢିବା ବି ମୁସକିଲ ହୋଇପଡିଲାଣି ।
ସେପଟେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି ଓୟୁଏଟିର କୀଟତ୍ତୱ ବିଭାଗର 4 ଜଣିଆ ଟିମ୍ । ପୋକର ନମୁନା ଓୟୁଏଟିକୁ ପଠାଯାଇଛି ।
ଅଧିକ ପଢନ୍ତୁ ଓଡିଶା ଖବର...