ଏହି ଉପଡାକ ଘରେ ପାସ ବୂକ ଖୋଲିବା ସହ ଟଙ୍କା ଜମା ଉଠାଣ, ଜୀବନ ବୀମା, ଚିଠି ପତ୍ର ଆଗମନ ଓ ପ୍ରେରଣ, ପାର୍ସଲ ମାଧ୍ୟମରେ ବିଭିନ୍ନ ଜିନିଷ ପାତ୍ର ପ୍ରେରଣ, ରେଜିଷ୍ଟ୍ରି ପୋଷ୍ଟ, ମନି ଅଡର, ରେଭିନ୍ୟୁ ଷ୍ଟାମ୍ପ, ଆଇ. ପି. ଓ ଦୁର୍ଲଭ ଗଙ୍ଗା ଜଳ ର ସୁବିଧା ରହିଛି। ଏସବୁ କାରବାର ପାଇଁ ପ୍ରତିଦିନ ନରସିଂହପୁର ଅଞ୍ଚଳର ଶହ ଶହ ଲୋକ ସୁବିଧା ନେଇ ପାରିବେ।
ଅଧିକ ପଢନ୍ତୁ ଓଡ଼ିଶା ଖବର