NVS-୦୧ର ସଫଳ ଉତ୍କ୍ଷେପଣ
ବିଧାନସଭାରେ ଇଡକୋ ସଂଶୋଧନ ବିଲ ପାରିତ

ଭୁବନେଶ୍ଵର: ବିଧାନସଭାରେ ଇଡକୋ ସଂଶୋଧନ ବିଲ ପାରିତ ହୋଇଛି। ଏହି ବିଲ ଦ୍ୱାରା ଶିଳ୍ପାଞ୍ଚଳ ସହ ସାମାଜିକ ଭିତ୍ତିଭୂମିର ବିକାଶ ହେବ। ବିଲରେ ବିଦ୍ୟୁତକରଣ, ସ୍ୱରେଜ, ଶିକ୍ଷାନୁଷ୍ଠାନ, ବିଶ୍ୱବିଦ୍ୟାଳୟ ସାମିଲ ହୋଇଛି। ଏଥିରେ ଭୋଜନାଳୟ, ବାଣିଜ୍ୟ କେନ୍ଦ୍ର, ପର୍ଯ୍ୟଟନ ସ୍ଥଳୀ, କ୍ରୀଡ଼ା କେନ୍ଦ୍ର ସାମିଲ ମଧ୍ୟ ସାମିଲ ହୋଇଛି। ସେହିପରି କାରଖାନା ସଂଶୋଧନ ବିଲ 2020 ଗୃହରେ ପାରିତ ହୋଇଛି। ଏଣିକି ରାତିରେ ମହିଳା କାରଖାନାରେ କାମ କରିପାରିବେ।
Download Argus News App
