ଭୁବନେଶ୍ୱର ସ୍ଥିତ ଶ୍ରୀ ଟାୱାର ବିଜେପି ନଗର ସ୍ଥିତ ଅମିୟ କୁମାର ଦାସଙ୍କ ଧର୍ମ ପତ୍ନୀ ରହୁଥିବା ବାସ ଭବନରେ ମଧ୍ୟ ଚଢ଼ାଉ । ଏକା ସମୟରେ ଭୁବନେଶ୍ବରସ୍ଥିତ ବଡ଼ଚଣା ବ୍ଲକର ଦୁଇଟି ସ୍ଥାନରେ ଚଢ଼ାଉ । ମୋଟ ତିନୋଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ଯାହା ସୂଚନା ମିଳିଛି ଜଣେ ଶିକ୍ଷକଙ୍କ ଠାରୁ ତିରିଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଏବିଓ ଅମିୟ କୁମାର ଦାସଙ୍କୁ ଭିଜିଲାନ୍ସ ଅଧିକାରୀ ଧରିଛି । ବର୍ତ୍ତମାନ ସୁଦ୍ଧା ଚଢ଼ାଉର କାରଣ ଅଷ୍ପଷ୍ଟ ରହିବା ସହିତ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳପାରିନାହିଁ ।
ଓଡିଶା ଖବର ଆହୁରି ପଢନ୍ତୁ