ଏକକାଳୀନ ୩ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସର ୩ଟି ସ୍ବତନ୍ତ୍ର ଟିମ୍। ଚଢ଼ାଉରେ 2 DSP, 5 ଇନ୍ସପେକ୍ଟରଙ୍କ ସହ ବହୁ ଅଧିକାରୀ ସାମିଲ ରହିଛନ୍ତି।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ଼

ଅର୍ଗସ ବ୍ୟୁରୋ : ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣି। ବ୍ରହ୍ମପୁର R&B ଡିଭିଜନ-1ର କନିଷ୍ଠ କିରାଣି ଏଲ.କାମରାଜୁ ଦାସଙ୍କ ଘରେ ଚଢ଼ାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ।
Download Argus News App
