ସୂଚନାମୁତାବକ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀ ଉମେଶ କୁମାର ସାସନୀଙ୍କ ଘରେ ରେଡ୍ ଚାଲିଛି । ମୋଟ୍ ୮ଟି ସ୍ଥାନରେ ଭିଜିଲାନ୍ସର ୯ଟି ଟିମ୍ ଚଢ଼ାଉ କରୁଛି ।
8ଟି ସ୍ଥାନରେ ଚାଲିଛି ରେଡ
Download Argus News App
