ରାଉରକେଲା ଛେଣ୍ଡ କଲୋନୀସ୍ଥିତ ଶ୍ବଶୁର ଘର, ବାରିପଦା କ୍ବାଟର, ଭଞ୍ଜପୁର ସ୍ଥିତ ନିଜ ଘର, ବଡସାହି ପୈତୃକ ଘର, ଅମ୍ବିକା ସାହି ସ୍ଥିତ ଦୋକାନ ଘର, ବଡସାହି ସ୍ଥିତ ଗ୍ୟାସ ଗୋଦାମ ଗୃହରେ ଚାଲିଛି ଭିଜିଲାନ୍ସ ଚଢ଼ାଉ ।
ଆଜି ସକାଳୁ ଆରମ୍ଭ ହୋଇଥିବା ଏହି ଚଢାଉରେ କଟକ ସେଲର ୩୫ ଜଣିଆ ଟିମ ସାମିଲ ଥିବା ଜଣାପଡିଛି ।