ପାରଳାଖେମୁଣ୍ଡି ଏଡେଦେଲା ସାହି ସ୍ଥିତ ବାସଭବନରେ ପାରଳାଖେମୁଣ୍ଡି ଦୁର୍ନୀତି ନିବାରଣ ବିଭାଗ ଚଢଉ କରିଛି । ଏକାସାଙ୍ଗରେ 8ଟି ସ୍ଥାନରେ ଭିଜିଲାନ୍ସର 8ଟି ଟିମ ଚଢାଉ କରିଥିବା ସୂଚନା ମିଳିଛି ।
ଭିଜିଲାନ୍ସ ପଞ୍ଝାରେ ଶିକ୍ଷକ

ଗଜପତି: ଭିଜିଲାନ୍ସ ପଞ୍ଝାରେ ଶିକ୍ଷକ । ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଏସ.ରାଉତପୁର ସ୍କୁଲ ସହାୟକ ଶିକ୍ଷକ ଦୁଷ୍ମନ୍ତ ନାୟକ । ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଦୁଷ୍ମନ୍ତଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ ।
ଧସିଗଲା ମାଟି

ଅର୍ଗସ ବ୍ୟୁରୋ : ଯାଜପୁର ସୁକିନ୍ଦା କାଳିଆପାଣି ପଞ୍ଚାୟତ ଗୁରୁଜଙ୍ଗ ଅଞ୍ଚଳରେ ଥିବା ଫେକର ବେଦାନ୍ତ କ୍ରୋମାଇଟ ମାଇନ୍ସରୁ ଧସିଗଲା ମାଟି । ଫେକର କମ୍ପାନୀ ୧୯୯୨ ମସିହା ଠାରୁ ୨୫ ଏକର ଜମି ଲିଜ୍ ନେଇ ମାଇନ୍ସ ଖୋଲିଥିଲେ । ପରେ ଏହା ଏବେ ବେଦାନ୍ତକୁ ହସ୍ତାନ୍ତର କରିଛି ଫେକର । ମାତ୍ର ଫେକର ଅଧିନରେ ଚାଲୁଥିବା ବେଳେ ସେହି ମାଇନ୍ସଟି ଅଧିକ ଗଭୀରତା ଯୋଗୁଁ ୨୦୧୪ ମସିହାରେ ଭୁଷୁଡ
Download Argus News App
