ମଦ ଭାଟିଠୁ ଆରମ୍ଭ କରି ପେଟ୍ରୋଲ ପମ୍ପ ଓ ଗ୍ୟାସ୍ ଗୋଦାମ ଭଳି ଅନେକ ଅମାପ ସମ୍ପତ୍ତି ରହିଛି ରହିଛି କ୍ରୀଡା ଶିକ୍ଷକଙ୍କର। ବ୍ରହ୍ମପୁର ଅନନ୍ତ ନଗର ସ୍ଥିତ ବାସଭବନ ସହ 11ଟି ସ୍ଥାନରେ ଚଢାଉ । ଜୟନ୍ତପୁରରେ ରହିଥିବା ପେଟ୍ରୋଲ ପମ୍ପ, ଗ୍ୟାସ ଗୋଦାମ, ମଦ ଭାଟି ସହ ୧୧ଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ପେଟ୍ରୋଲ ପମ୍ପ, ମଦ ଭାଟି ସହ ୧୧ଟି ସ୍ଥାନରେ ଚଢାଉ

ବ୍ରହ୍ମପୁର : କ୍ରୀଡା ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଜୟନ୍ତୀପୁର ହାଇସ୍କୁଲ ପିଇଟି ଶିକ୍ଷକ ଜନାର୍ଦ୍ଦନ ସାହୁଙ୍କ ଘରେ ଆଜି ସକାଳୁ ହୋଇଛି ରେଡ୍ ।
ମାଟି ତଳୁ ମିଳିଲା ମହିଳାଙ୍କ ଗଳିତ ମୃତଦେହ

ବାଲେଶ୍ୱର: ବାଲେଶ୍ୱର ସୋରରେ ମାଟି ତଳୁ ବାହାରିଲା ମହିଳାଙ୍କ ଗଳିତ ମୃତଦେହ । ମହିଳାଙ୍କୁ ଶ୍ୱଶୁର ଓ ଦିଅର ପିଟି ପିଟି ହତ୍ୟା ପରେ ପୋତି ଦେଇଥିବା ଅଭିଯୋଗ । ଏନେଇ ବାଲେଶ୍ବର ସୋର ଥାନାରେ ଅଭିଯୋଗ ହେବା ପରେ ସୋର ପୋଲିସ ଏବଂ ସ୍ଥାନୀୟ ତହସିଲଦାର ପହଁଚି ମାଟି ତଳୁ ମୃତଦେହ ଖୋଳି ବାହାର କରିବା ସହ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଛନ୍ତି । ମୃତ ମହିଳା ହେଉଛନ୍ତ
Download Argus News App
