ତେବେ କେତେ ସମ୍ପତ୍ତି ଠାବ ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଆଜି ସକାଳୁ ଭିଜିଲାନ୍ସ DSPଙ୍କ ନେତୃତ୍ବରେ ଏକ ଟିମ ଦିଲ୍ଲୀପଙ୍କ ବାସଭବନ ଉପରେ ଅତର୍କିତ ଚଢ଼ାଉ କରିଥିଲେ । ଏହା ପରେ ତାଙ୍କ କାର୍ଯ୍ୟାଳୟ ଉପରେ ଚଢାଉ କରାଯିବ ବୋଲି ଜଣାପଡିଛି ।
ଭିଜିଲାନ୍ସ ଜାଲରେ ବିଇଓ ଅଫିସର ମୁଖ୍ୟ କିରାଣୀ

ସମ୍ୱଲପୁର: ଭିଜିଲାନ୍ସ ଜାଲରେ ବିଇଓ ଅଫିସର ମୁଖ୍ୟ କିରାଣୀ । ସମ୍ବଲପୁର ଧନକଉଡା ମୁଖ୍ୟ କିରାଣୀ ଦିଲ୍ଲୀପ ଦେବଙ୍କ ଘରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢାଉ କରାଯାଇଛି । ସାକ୍ଷୀପଡା ସ୍ଥିତ ବାସଭବନରେ ହୋଇଛି ଏହି ରେଡ୍। ଚଢାଉ ବେଳେ ତାଙ୍କ ଘରୁ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ ବିଭାଗ ।
Download Argus News App
