ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଏକକାଳୀନ 10ଟି ସ୍ଥାନରେ ଚାଲିଛି ରେଡ୍
Download Argus News App

ଭୁବନେଶ୍ୱର: TPSODL ମୁଖ୍ୟ କାର୍ଯ୍ୟାଳୟରେ ଚାକିରୀ କରୁଥିବା ମୁଖ୍ୟ ପ୍ରବନ୍ଧକ ପ୍ରମୋଦ ଚୌଧୁରୀଙ୍କ ଘରେ ଭିଜିଲାନ୍ସ ରେଡ଼ । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ଼୍ । ଏକକାଳୀନ ଗଞ୍ଜାମ ଏବଂ ପୁରୀର 10ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଗଞ୍ଜାମର 9 ଟି ଜାଗା ସହ ପୁରୀରେ ଗୋଟାଏ ଜାଗାରେ ଭିଜିଲାନ୍ସ ରେଡ଼ ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।