ଘରକୁଘର ବୁଲି କଟକ ଭିଜିଲାନ୍ସ ବିଭାଗରର ଡିଏସପି ଗୀତାଞ୍ଜଳି ସାହୁ ଲାଟିନ ହିତାଧିକାରୀଙ୍କ ଘରେ ଘରେ ଯାଇ ପଚାରି ବୁଝିବା ସହ ତଦନ୍ତ କରିଛନ୍ତି । ତଦନ୍ତ ହେଉଥିବାରୁ ହିତାଧିକାରୀଙ୍କ ତାଙ୍କର ପ୍ରାପ୍ୟ ପାଇବାନେଇ ଆଶା କରିଛନ୍ତି।
ଏପଟେ ଛାଣିପୁର ପଂଚାୟତର ସଂଗ୍ରାମ ପଟ୍ଟନାୟକ ଆଜକୁ ଏକବର୍ଷ ତଳେ ଭିଜିଲାନ୍ସରେ ଅଭିଯୋଗକରିଥିଲେ। ଭିଜିଲାନ୍ସ ପକ୍ଷରୁ ତଦନ୍ତ ହେଉଥିବାରୁ ଦୋଷୀକୁ ନିଶ୍ଚିନ୍ତଭାବେ ଦଣ୍ଡମିଳିବ ବୋଲି ସେ ନିଶ୍ଚିନ୍ତ ଅଛନ୍ତି। ହିତାଧିକାରୀଙ୍କୁ ପଚାରି ବୁଝିବାସହ ତଦନ୍ତରେ କିଛି ସମୟ ଲାଗିବବୋଲି ଭିଜିଲାନ୍ସ ପକ୍ଷରୁ ସୂଚନାମିଳିଛି।