ଯେଉଁ ୫ରୁ ୬ ଅଫିସର ମିଟିଂ କରୁଛନ୍ତି । ଡ଼ିଜି ଅଫିସରେ ସେମାନଙ୍କୁ ଦୋଷ ସ୍ୱୀକାର କରିବାକୁ ହେବ । STF ମୁଖ୍ୟ, କଟକ ଡ଼ିସିପି, ଏଡ଼ିଜି ଓ ଡ଼ିଜିପିଙ୍କୁ ଟାର୍ଗେଟ । ଲଜ୍ଜାଜନକ ବିବୃତି ନଦେଇ ଦାୟିତ୍ୱ ତୁଲାନ୍ତୁ କହିଛନ୍ତି ବିଜୟ । 'ହାଇଦରକୁ ଖସାଇବା ପାଇଁ ଡିସେମ୍ବରରୁ ଚାଲିଥିଲା ପ୍ଲାନ୍' । 'ହାଇଦରକୁ ଖସାଇବାରେ ବଡ଼ ବଡ଼ ଅଫିସରଙ୍କ ସମ୍ପୃକ୍ତି' । 'କେବଳ ତାମିଲ ଅଫିସରଙ୍କୁ ଖୁସି କରିବାକୁ କାମ ଚାଲିଛି' ।
'ସର୍ଚ୍ଚ ଅପରେସନ ନାଁରେ ବଡ଼ ବଡ଼ କଥା କୁହାଯାଉଛି' । 'କିନ୍ତୁ ଏପର୍ଯ୍ୟନ୍ତ ରେଜଲ୍ଟ କ'ଣ ଆସିଛି' । 'ସାଧାରଣ ରୋଗୀକୁ ବେଡ଼ ମିଳୁନି' । 'କୁଖ୍ୟାତ ଗ୍ୟାଙ୍ଗଷ୍ଟାରକୁ କେମିତି କ୍ୟାବିନ ମିଳିଲା?' । 'ଏସସିବିରେ କ୍ୟାବିନ କିଏ ଆରେଞ୍ଜ କରିଥିଲା?' ବୋଲି ପ୍ରଶ୍ନ କରିଛନ୍ତ ବିଜୟ ।