ଅଧିକ ପଢନ୍ତୁ : ମାଗଣା ଚିକିତ୍ସା ପାଇବା ସହ ମାଗଣା ଔଷଧ ପାଇଲେ ଗ୍ରାମବାସୀ
ନୀୟ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି ମାଗଣା ସ୍ବାସ୍ଥ୍ୟସେବା ଶିବିରରେ ଅଙ୍ଗପଡା ସମେତ ଆଖପାଖର ଗ୍ରାମବାସୀମାନେ ଯୋଗ ଦେଇଥିଲେ । ବିଶେଷ ଭାବେ ଡାଇବେଟିସ , ଅର୍ଥପେଡିକ, ମେଡିସିନ୍ସ, ଗାଇନୋକୋଲୋଜିର ବିଶେଷଜ୍ଞଙ୍କ ଦ୍ଵାରା ରୋଗୀମାନଙ୍କ ଚିକିତ୍ସା କରାଯାଇଛି ।