ଶିକ୍ଷା ଖବର ଆହୁରି ପଢ଼ନ୍ତୁ ।
ବିକ୍ରମ ଦେବ ମହାବିଦ୍ୟାଳୟକୁ ମିଳିଲା ବିଶ୍ଵବିଦ୍ୟାଳୟ ମାନ୍ୟତା

ଅର୍ଗସ ବ୍ୟୁରୋ: ବହୁ ପ୍ରତୀକ୍ଷାର ଘଟିଲା ଅନ୍ତ। ଜୟପୁର ସହରରେ ଥିବା ଦକ୍ଷିଣ ଓଡିଶାର ସର୍ବ ପୁରାତନ ବିକର୍ମ ଦେବ ମହାବିଦ୍ୟାଳୟକୁ ମିଳିଲା ବିଶ୍ବ ବିଦ୍ୟାଳୟର ମାନ୍ୟତା। ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତକାଲି ରହିଛି ମୁଖ୍ୟମନ୍ତ୍ରୀଙ୍କ ଜୟପୁର ଗ୍ରସ୍ତ। ସମସ୍ତ ଜୟପୁରବାସୀଙ୍କ ପୁରାତନ ଛାତ୍ରୀଙ୍କ ଅନେକ ବର୍ଷର ସଂଘର୍ଷର ମିଳିଲା ଫଳ। କଲେଜ ପରିସରରେ ଖୁସିର ମାହୋଲ।
Download Argus News App
