ବ୍ୟାପକ ହେରଫେର ବାବଦରେ ଗ୍ରାମବାସୀ ପ୍ରଧାନଶିକ୍ଷକଙ୍କୁ ବିଦ୍ୟାଳୟ ମଧ୍ୟକୁ ପ୍ରବେଶ କରିବାକୁ ଦେଇନଥିଲେ l ଘଟଣାସ୍ଥଳରେ ସିଆରସିସି ପହଂଚି ବୁଝା ସୁଝା କରିଥିବା ବେଳେ ଏବାବଦ ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ବିଇଓ ଙ୍କୁ ଜଣାଇବେ ବୋଲି କହିଛନ୍ତି l ପ୍ରଧାନଶିକ୍ଷକ ଗ୍ରାମବାସୀଙ୍କ ଅଭିଯୋଗ କୁ ଖଣ୍ଡନ କରିଛନ୍ତି l
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।