ରାଜ୍ୟରେ କରୋନା ସ୍ଥିତି ଉଦବେଗଜନ ଥିବାବେଳେ କରୋନା ସଂକ୍ରମଣକୁ ମାତ୍ ଦେବା ପାଇଁ ରାଜ୍ୟରେ 14 ଦିନିଆ ଲାକଡାଉନ ଜାରି ହୋଇଛି । ବିଭିନ୍ନ ଶୋଭାଯାତ୍ରା ସମ୍ପୂର୍ଣ୍ଣ ବାରଣ କରାଯାଇଥିବା ବେଳେ ଏଠି କିନ୍ତୁ ଏକ ବରଯାତ୍ରୀ ଦଳ ଶୋଭାଯାତ୍ରା ସହିତ ନାଚ ଗୀତରେ ସାମାଜିକ ଦୂରତା ଭୁଲି କରୋନା ଗାଇଡ଼ଲାଇନର ଧଜିଆ ଉଡ଼ାଇଛନ୍ତି । ତେବେ ଏଯାଏଁ ପ୍ରଶାସନ ତରଫରୁ କୌଣସି କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯାଇନାହିଁ ।
କଟକଣାକୁ ଫୁ, ବରଯାତ୍ରୀଙ୍କ ନାଚରେ ଦୁଲୁକିଲା ଗାଁ ଦାଣ୍ଡ
Download Argus News App
