ସମ୍ବଲପୁର ଧନୁପାଲି ଥାନା ସାକ୍ଷୀପଡ଼ାର ବ୍ୟବସାୟୀ ସୁଶୀଲ ଶର୍ମାଙ୍କ ଘର ସମ୍ମୁଖରୁ ତାଙ୍କ ବାଇକ୍ ଚୋରି ହୋଇଯାଇଛି । ଘର ଆଗରେ ବାଇକ୍ ଥିବା ବେଳେ, ଚୋର ଜଣଙ୍କ ଏକ ବ୍ୟାଗ୍ ଧରିକି ସେଠାକୁ ଆସିଥିଲା । ପରେ ନକଲି ଚାବିରେ ଗାଡ଼ିର ହ୍ୟାଣ୍ଡଲ ଲକ୍ ଖୋଲି ତାକୁ ନେଇ ଛୁ ମାରିଥିଲା । ପୋଲିସ ଏହି ଘଟଣାରେ ତଦନ୍ତ ଜାରି ରଖିଛି।
ଘର ଆଗରୁ ବାଇକ୍ ଧରି ଛୁ ମାରିଲା ଚୋର, ସିସିଟିଭିରେ କଏଦ ହେଲା ଦୃଶ୍ୟ

ସମ୍ୱଲପୁର: ସିସିଟିଭିରେ କଏଦ ହେଲା ବାଇକ୍ ଚୋରିର ଦୃଶ୍ୟ । ଘର ଆଗରେ ରଖିଥିବା ବାଇକ୍ ଧରି ଛୁ ମାରିଲା ଚୋର । ନକଲି ଚାବିରେ ଗାଡ଼ି ଲକ୍ ଖୋଲି ତାକୁ ନେଇ ଫେରାର ହୋଇଗଲା । ଯାହାର ସବୁ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।
Download Argus News App
