ଅଧିକ ପଢନ୍ତୁ : ନବ ଦାସଙ୍କୁ ଗୁଳି କରିଥିବା ଗୋପାଳ ଦାସ ଗିରଫ
ଯକୃତ ରୋଗର ପିଡ଼ିତ ଥବାରୁ ଚିକତ୍ସା କରାଯାଉଥିବା ବେଳେ ଶେଷ ସମୟରେ ତାଙ୍କ ପାଖରେ ପରିବାରବର୍ଗ ଉପସ୍ଥିତ ଥିଲେ । ଆଜି ଭୋର 4 ଟା ସମୟରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ନିଧନ ହୋଇଛି। ତିନି ଥର ଝାରସୁଗୁଡା ବିଧାନସଭା ଆସନରୁ ବିଧାୟକ ରୂପେ ନିର୍ବାଚିତ ହୋଇଥିଲେ । ସମ୍ବଲପୁର ଗଙ୍ଗାଧର ମେହେର କଲେଜ ରୁ ପ୍ରଥମେ MA ଓ ପରେ LLB କରିଥିଲେ । ବିଧାୟକ ଭାବରେ ପ୍ରଥମେ 1980 ରୁ 1985, ଦ୍ଵିତୀୟ ଥର 1985 ରୁ 1990 ଓ ତୃତୀୟ ଥର 1995 ରୁ 2000 ପର୍ଯ୍ୟନ୍ତ ବିଧାୟକ ଥିଲେ ।