ଏହା ପଛରେ କଣ ଉଦ୍ଦେଶ୍ୟ ରହିଛି ? ରାଜ୍ୟର ନିଜସ୍ୱ ସଂଘ ଥାଉ ଥାଉ ଆଡହକ୍ କମିଟି ପୁଣି କଣ ପାଇଁ ଗଠନ କରାଗଲା ? ଏହାରି ପଛରେ କଣ କିଛି ଷଡଯନ୍ତ୍ର ନାହିଁ ତ ! ଏମିତି ଅନେକ ପ୍ରଶ୍ନ ଓଡିଶା ହକି ପ୍ରେମୀଙ୍କ ମନରେ ରହିଛି । ହକି ଖେଳ ପ୍ରତି ଓଡିଶାର ବିଶେଷ ଅବଦାନ ରହିଛି । ଏହି ସମୟରେ ହକି ଇଣ୍ଡିଆର ଆଡହକ୍ କମିଟି ଗଠନକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ହକିପ୍ରେମୀ ।