ଘରେ ପଶି ଗୁଳିମାଡ କରିଛନ୍ତି ଦୂର୍ବୃତ୍ତ । ଗୁଳିମାଡରେ vlw ଅରବିନ୍ଦ ମିଶ୍ରଙ୍କର ମୃତ୍ୟୁ ହୋଇଥିବାବେଳେ ତାଙ୍କ ନାବାଳକ ପୁଅ ଗୁରୁତର ଭାବରେ ଆହତ ହୋଇ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଗୁଳିକାଣ୍ଡ କରିଥିବା ଦୁଇ ଜଣ ବ୍ୟକ୍ତିକୁ ଗ୍ରାମବାସୀ ଧରି ମାଡ ମାରୁଥିବା ସୂଚନା ରହିଛି ।
ଗୁଳିମାଡରେ ସ୍ୱାମୀ ମୃତ, ନାବାଳକ ପୁଅ ଗୁରୁତର

କେନ୍ଦ୍ରାପଡା: ପଞ୍ଚାୟତ ନିର୍ବାଚନ ପରେ ରାଜନୈତିକ ହିଂସାକାଣ୍ଡ । ଶାସକ ବିଜେଡି ଦଳକୁ ବିରୋଧ କରୁଥିବାରୁ ଭଡାଟିଆ ଗୁଣ୍ଡାଙ୍କ ଦ୍ୱାରା ଗୁଳିମାଡ଼ କରାଯାଇଥିବା ଅଭିଯୋଗ ହୋଇଛି । ମହାକାଳପଡା ଥାନା ଅନ୍ତର୍ଗତ ଆଇଲୋ ଗ୍ରାମପଞ୍ଚାୟତରେ ଗୁଳିମାଡ ହୋଇଛି ।
ଅତି ତଳକୁ ଖସିଗଲା ଆମ ଆଦମୀ ପାର୍ଟି

ଅର୍ଗସ୍ ବ୍ୟୁରୋ : ଅଗକୁ ଗୁଜରାଟ ବିଧାନସଭା ନିର୍ବାଚନ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ନଜର ଏବେ ଗୁଜୁରାଟ ଗାଦୀ ଉପରେ। ଖାସ୍ ସେଇଥିପାଇଁ ଆମ ଆଦମୀ ପାର୍ଟୀ ଏଠାରେ ମଧ୍ୟ ନିର୍ବାଚନ ଲଢିବ ବୋଲି ସ୍ଥିର କରିଛି । ଭୋଟରଙ୍କୁ ପ୍ରଲୋଭିତ କରିବାକୁ କେଜରିୱାଲ ବାରମ୍ବାର ଫ୍ରି ବିଜୁଳିର ପ୍ରତିଶ୍ରୁତି ଅଜାଡିବାରେ ଲାଗିଛନ୍ତି।
କିନ୍ତୁ କଥା ଏଇଠି ସରିନି
Download Argus News App
