ଏହି ଟ୍ୟାପ ପାଣି ଉପରେ ନିର୍ଭର କରନ୍ତି ସମସ୍ତ ଅଞ୍ଚଳବାସୀ । ମାତ୍ର 15 ଦିନରୁ ଅଧିକ ହେବ ଟ୍ୟାପରୁ ବାହାରୁଛି କଳା ପାଣି। ନା ପାଣି ପିଇ ହେଉଛି ନା ଗାଧେଇ ହେଉଛି । ସବୁଠାରୁ ବଡ଼ କଥା ହେଉଛି କମଳପୁର ଠାରୁ ମାତ୍ର 500 ମିଟର ଦୂରର ରହିଛି watco କାର୍ଯ୍ୟାଳୟ ମାତ୍ର ବିଭାଗର ଏଥିପ୍ରତି ଦୃଷ୍ଟି ନାହିଁ। କେତେବେଳେ ଜାଇକା ତ କେବେ ବର୍ଷା ଜଳ, ଏବେ ପାନୀୟ ଜଳ। ଲାଗୁଛି ସିଲଭର ସିଟିବାସୀଙ୍କ ପାଇଁ ପାଣି ସାଜିଛି ଅଭିଶାପ।
ଅଧିକ ପଢନ୍ତୁ ଓଡିଶା ଖବର