ଓଡିଶା ଖବର ଆହୁରି ପଢ଼ନ୍ତୁ ।
ବାରିପଦା ୱାର୍ଡ ନଂ ୨ ରେ ଜଳ ସଙ୍କଟ

ଅର୍ଗସ ବ୍ୟୁରୋ : ବାରିପଦା ୱାର୍ଡ ନଂ ୨ ରେ ଜଳ ସଙ୍କଟ । ବର୍ଷେ ହେଲାଣି ପିଇବା ପାଣି ଲାଗି ଲୋକେ ହନ୍ତସନ୍ତ ହେଉଛନ୍ତି। ସ୍ଥାନୀୟ ଡି.ଆଇ. ଛକରୁ ବୁଢ଼ିଖମରି ପର୍ଯ୍ୟନ୍ତ ଲାଗିଥିବା ପାଇପ ଫାଟି ଯାଇଥିବାରୁ ପାନୀୟ ଜଳରେ ଡ୍ରେନ୍ ପାଣି ମିସି ଯାଉଛି । ଏନେଇ ଅଭିଯୋଗ ପରେ ୪ ଥର ପାଣି ସମ୍ପୂଲ୍ ଟେଷ୍ଟ ପାଇଁ ଗଲାଣି ମାତ୍ରା ପଦକ୍ଷଏପ ଶୂନ । ଏବେ ମରାମତି ପାଇଁ ୩ ଦିନ ହେବ ପାଣି ଆସୁନି । ଏନେଇ ବହୁ ଅଭିଯୋଗ ପରେ ଆଜି ଜନସ୍ବାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ଘଟଣାସ୍ଥଳକୁ ଆସିଥିବା ବେଳେ ଉତ୍ତ୍ୟକ୍ତ ଲୋକେ ତାଙ୍କୁ ଅଟକ ରଖିଦେଲେ ।
Download Argus News App
